IIC Attack: ଅଭାବନୀୟ ଘଟଣା: IICଙ୍କୁ ବାଡ଼େଇଲେ ମହିଳା; ଭାଙ୍ଗିଲେ ଥାନା ଗାଡ଼ି, ଛଡ଼ାଇ ନେଲେ ଅଭିଯୁକ୍ତ...

ଆଇଆଇସି ରାକେଶ ତ୍ରିପାଠୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଚୋରି ବାଇକ୍ ସିଜ୍ କରିବାକୁ ଆସିଥିବାବେଳେ କୋରେଇ ଥାନା ପୂର୍ବକୋଟ ହାଟ ନିକଟରେ ଘଟିଛି ଏହି ଘଟଣା । 

IIC Attack: ଅଭାବନୀୟ ଘଟଣା: IICଙ୍କୁ ବାଡ଼େଇଲେ ମହିଳା; ଭାଙ୍ଗିଲେ ଥାନା ଗାଡ଼ି, ଛଡ଼ାଇ ନେଲେ ଅଭିଯୁକ୍ତ...
Array