IIT Bombay: IIT ଛାତ୍ରଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

IIT ବମ୍ବେରେ ମେଟାଲର୍ଜିକାଲ ଆଣ୍ଡ ମେଟେରିଆଲ୍ସ ଇଞ୍ଜିନିୟରିଂର ଚତୁର୍ଥ ବର୍ଷର ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଛାତରୁ ଖସି ପଡିଥିବା ସନ୍ଦେହ କରାଯାଇଛି।

IIT Bombay: IIT ଛାତ୍ରଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
Array