Illegal Beef Transport: ସାରା ରାଜ୍ୟରେ ଚର୍ଚ୍ଚା, ଓଡ଼ିଶା ହୋଇଛି କି ଗୋ-ମାଂସର ହବ୍ ?

ଏବେ ଲୋକମାନେ ହୋଟେଲରେ ମଟନ୍ ଖାଇବାକୁ ଡରିଲେଣି । ସାକ୍ଷୀଗୋପାଳର ଜୟା ହୋଟେଲ ଗୋ-ମାଂସକୁ ନେଇ ବିବାଦୀୟ ହେଇପଡିଥିଲା ବେଳେ ପ୍ରଶାସନ ୧୬୩ ଧାରା ଜାରି କରିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଗୋ-ମାଂସ ଜବତ ହେଉଥିବାର ଖବର ବି ଆସୁଛି ।

Illegal Beef Transport: ସାରା ରାଜ୍ୟରେ ଚର୍ଚ୍ଚା, ଓଡ଼ିଶା ହୋଇଛି କି ଗୋ-ମାଂସର ହବ୍ ?
Array