IMD Forecasts 3-4°C Rise in Odisha's Temperature Over Next Three Days
ଆଉ ମିଳିବନି ନିସ୍ତାର । ରାଜ୍ୟରେ ଧୀରେଧୀରେ ବଢୁଛି ତାପମାତ୍ରା । ଆସନ୍ତା ତିନିଦିନ ମଧ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । #Weather #HeatWave #Temperature #OdishaTV #OTV OdishaTV
ଆଉ ମିଳିବନି ନିସ୍ତାର । ରାଜ୍ୟରେ ଧୀରେଧୀରେ ବଢୁଛି ତାପମାତ୍ରା । ଆସନ୍ତା ତିନିଦିନ ମଧ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । #Weather #HeatWave #Temperature #OdishaTV #OTV
OdishaTV