Impact of Kalma Barrage on Odisha: ଛତିଶଗଡ଼ର ମନ୍‌ମାନି ; ବ୍ୟାରେଜ୍ ତଳମୁଣ୍ଡରେ ହାହାକାର ସ୍ଥିତି

ଗୋଟେ ପଟେ କଲମା ବ୍ୟାରେଜର ଉପରମୁଣ୍ଡ ଅର୍ଥାତ ଛତିଶଗଡ଼ ଅଞ୍ଚଳରେ ପାଣି ଲହଡ଼ି ଭାଙ୍ଗୁଛି । ଅନ୍ୟପଟେ ଓଡ଼ିଶା ମରୁଭୂମିର ଭ୍ରମ ସୃଷ୍ଟି କରୁଛି । ତଳମୁଣ୍ଡରେ ଯୁଆଡ଼େ ଚାହିଁଲେ କେବଳ ବାଲି ଆଉ ବାଲି । ଯାହା କିଛି ପାଣି ଦେଖିବାକୁ ମିଳୁଛି ତାହା ବ୍ୟାରେଜର ସିପେଜ୍ ଏବଂ ଲିକେଜ୍ ପାଣି ।

Impact of Kalma Barrage on Odisha: ଛତିଶଗଡ଼ର ମନ୍‌ମାନି ; ବ୍ୟାରେଜ୍ ତଳମୁଣ୍ଡରେ ହାହାକାର ସ୍ଥିତି
Array