India Attack Drones: ହାର୍ପି ମାଡ଼ରେ ପାକିସ୍ତାନର ହାଲତ୍ ଖରାପ୍; ତ୍ରାହି ତ୍ରାହି ଡାକ ଛାଡୁଛି, ଆଉ କାମ କରୁନି ମୁଣ୍ଡ...

ଅପରେସନ୍ ସିନ୍ଦୂର ପରେ ଥରହର ପାକିସ୍ତାନ। ଭାରତର ଜବରଦସ୍ତ ଆକ୍ସନରେ ବିଳିବିଳାଉଛି। ତ୍ରାହି ତ୍ରାହି ଡାକ ଛାଡୁଛି। ଆଉ କାମ କରୁନି ପାକିସ୍ତାନର ମୁଣ୍ଡ। କେମିତି ସାମନା କରିବ ଉପାୟ ପାଉନି।

India Attack Drones: ହାର୍ପି ମାଡ଼ରେ ପାକିସ୍ତାନର ହାଲତ୍ ଖରାପ୍; ତ୍ରାହି ତ୍ରାହି ଡାକ ଛାଡୁଛି, ଆଉ କାମ କରୁନି ମୁଣ୍ଡ...
Array