India-Pak Ceasefire: ଏହି ୫ କାରଣ ପାଇଁ ଭାରତକୁ ଅସ୍ତ୍ରବିରତିର ଭିକ ମାଗିଲା ପାକିସ୍ତାନ !

କେମିତି ୪ ଦିନର ଲଢ଼େଇରେ ଚିତ୍ ହୋଇଗଲା ଶତ୍ରୁ ପାକିସ୍ତାନ ? ବିକଳ ହୋଇ ଭାରତ ଡିଜିଏମ୍ଓଙ୍କୁ ଫୋନ୍ କରି 'ଅସ୍ତ୍ରବିରତି' ଭିକ ମାଗିବାର କାରଣ କ'ଣ ? ନଜର ପକାନ୍ତୁ ୫ଟି ସମ୍ଭାବ୍ୟ କାରଣ ଉପରେ...

India-Pak Ceasefire: ଏହି ୫ କାରଣ ପାଇଁ ଭାରତକୁ ଅସ୍ତ୍ରବିରତିର ଭିକ ମାଗିଲା ପାକିସ୍ତାନ !
Array