India Pakistan Conflict 2025: ଏଥର ଉତ୍ତେଜନା ସବୁଠୁ ଭୟଙ୍କର, କେବଳ ଭଗବାନଙ୍କୁ ଡାକୁଛୁ

୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧ ଏମିତି ଚରମସୀମାରେ ପହଞ୍ଚି ନଥିଲା ଯେମିତି ୨୦୨୫ ଅପରେସନ ସିନ୍ଦୂରରେ ହେଉଛି । କେମିତି ଗୋଟିଏ ପରେ ଗୋଟିଏ ରାତି ବିତିବ ସେ ନେଇ ଚିନ୍ତିତ ସୀମାନ୍ତବର୍ତ୍ତୀ ଅଂଚଳର ଲୋକେ ।

India Pakistan Conflict 2025:  ଏଥର ଉତ୍ତେଜନା ସବୁଠୁ ଭୟଙ୍କର, କେବଳ ଭଗବାନଙ୍କୁ ଡାକୁଛୁ
Array