India Pakistan Conflict Escalation: ଏଲ୍ଓସି ନିକଟରେ ୪୨ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ...ବଢୁଛି ଉତ୍ତେଜନା
ପହଲଗାମ ଆକ୍ରମଣ ପରେ ପାକିସ୍ତାନରେ ଖାଦ୍ୟ ଦର ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି। ଚାଉଳ, ତେଲ, ଅଣ୍ଡା, ଚିକେନ, ମଟନର ଦର ବୃଦ୍ଧି ପାଇଛି। ଏହା ସହିତ ଫଳ ଓ ପନିପରିବାର ଦାମ ମଧ୍ୟ ଅସାଧାରଣ ଭାବେ ବୃଦ୍ଧି ପାଇଛି। ତଥାପି ପାକିସ୍ତାନର ମୁହଁତୋଡ଼ କମୁନି।