India Pakistan Military Operation: ଭାରତର ଏହି ୩ ଲଢୁଆ ଯୁଦ୍ଧାସ୍ତ୍ର ପାକିସ୍ତାନକୁ ଦେଲା ମୁହଁତୋଡ଼ ଜବାବ
ଭାରତ ଉପରେ ହମଲା କରିବାରୁ ପାନେ ପାଇଛି ପାକିସ୍ତାନ। ରାତିଅଧିଆ ଭାରତ ଏୟାରଷ୍ଟ୍ରାଇକ କରି ପାକିସ୍ତାନ ନିଦ ହଜାଇଛି। ପହଲଗାମ ନରସଂହାରର ବଦଲା ନେବା ପାଇଁ ଭାରତୀୟ ସେନା ବେଶ ସଫଳତାର ସହ ଅପରେସନ ସିନ୍ଦୂରକୁ ଶେଷ କରିଛି।