India Pakistan Military Tension: ଜଳ-ସ୍ଥଳ-ଆକାଶ, ଜାଣନ୍ତୁ କେଉଁଠି କାହାର କେତେ ଦମ୍ ?
ଭାରତ ବର୍ତ୍ତମାନ ବିଶ୍ୱ ସାମରିକ ଶକ୍ତି ସୂଚକାଙ୍କ-୨୦୨୫ରେ ଚତୁର୍ଥ ସ୍ଥାନରେ ଥିବାବେଳେ ପାକିସ୍ତାନ ୧୨ ନମ୍ବରରେ ରହିଛି । ଭାରତରେ ୧.୪୬ ନିୟୁତ ସକ୍ରିୟ ସୈନ୍ୟ ଥିବାବେଳେ ୧.୧୫ ନିୟୁତ ରିଜର୍ଭ ସୈନ୍ୟ ଅଛନ୍ତି ।