India Pakistan War: ଅପରେସନ ସିନ୍ଦୂରରେ ଘାଇଲା ପାକ୍, DGMO ଦେଲେ ସବିଶେଷ ତଥ୍ୟ
ଭାରତୀୟ ବାୟୁସେନାର ହମଲାରେ ଘାଇଲା ପାକିସ୍ତାନ । ଅପରେସନ 'ସିନ୍ଦୂର' ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି DGMO । ପାକ୍ କେତେ କ୍ଷତିଗ୍ରସ୍ତ ହୋଇଛି ଏବଂ ଆଗକୁ ଭାରତର ଆଭିମୁଖ୍ୟ କ'ଣ ରହିଛି ତାହା ବ୍ରିଫିଂରେ ଦର୍ଶାଯାଇଛି ।