India Prepares Strong Retaliation for Pahalgam Attack: ପହଲଗାମ ଆତଙ୍କୀ ବଦଲା: ଆଜି ନିଆଯାଇପାରେ ବଡ଼ ନିଷ୍ପତ୍ତି !

ପହଲଗାମ୍ ହମଲାର ବଦଲା ପାଇଁ ତୟାରୀ । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିବେ ପିଏମ୍ ମୋଦି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଦିନ ୧୧ଟାରେ ବସିବ ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟି ବା ସିସିଏସ୍ ବୈଠକ ।

India Prepares Strong Retaliation for Pahalgam Attack: ପହଲଗାମ ଆତଙ୍କୀ ବଦଲା: ଆଜି ନିଆଯାଇପାରେ ବଡ଼ ନିଷ୍ପତ୍ତି !
Array