India Ready to Create Artificial Sun: କୃତ୍ରିମ ସୂର୍ଯ୍ୟ ତିଆରି କରିବ ଭାରତ, ୨୦୩୩ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ରଖାଯାଇଛି ଲକ୍ଷ୍ୟ

ITER ପ୍ରକଳ୍ପରେ ପ୍ରଥମ ଥର ପାଇଁ କୃତ୍ରିମ ଉପାୟରେ ଏହାକୁ କରାଯିବା ପାଇଁ ଲକ୍ଷ୍ୟ ରହିଛି । ୧୫ କୋଟି ଡିଗ୍ରୀ ସେଲସିୟସ ବା ସୂର୍ଯ୍ୟର କେନ୍ଦ୍ରସ୍ଥଳ ଠାରୁ ୧୦ ଗୁଣ ଅଧିକ ଉତ୍ତାପରେ ଏହି ପ୍ରକ୍ରିୟା ଅନୁଷ୍ଠିତ ହେବ ।

India Ready to Create Artificial Sun: କୃତ୍ରିମ ସୂର୍ଯ୍ୟ ତିଆରି କରିବ ଭାରତ, ୨୦୩୩ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ରଖାଯାଇଛି ଲକ୍ଷ୍ୟ
Array