India vs England Test Match: ଆଜିଠୁ ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ; ଏଜବାଷ୍ଟନରେ ଲଢେଇ

ବର୍ମିଂହାମରେ ଆଜିଠାରୁ ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ଦଳରେ ପରିବର୍ତ୍ତନ କରିପାରେ ଟିମ୍ ଇଣ୍ଡିଆ। ବୁମରା ଖେଳିବେ କି ନାହିଁ ସ୍ପଷ୍ଟ ହୋଇନି।

India vs England Test Match: ଆଜିଠୁ ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ; ଏଜବାଷ୍ଟନରେ ଲଢେଇ
Array