Indian Army's Retaliation: ଭାରତୀୟ ସେନାକୁ ନେଇ ଆମେ ଗର୍ବିତ: ରାଜନାଥ

ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜମ୍ମୁ ଓ କାଶ୍ମୀରରେ ଭାରତୀୟ ଯବାନ ମାନେ ଯେଉଁ ଭଳି ବୀରତ୍ବର ସହ ଷ୍ଟ୍ରାଇକ କରିଛନ୍ତି ତାହା ପ୍ରଶଂସାର ପାତ୍ର ବୋଲି ରାଜନାଥ କହିଛନ୍ତି। ଯିଏ ଆମ ସହିତ ଲାଗିବ ସେ ମରିବ ବୋଲି ରାଜନାଥ କହିଥିଲେ।

Indian Army's Retaliation: ଭାରତୀୟ ସେନାକୁ ନେଇ ଆମେ ଗର୍ବିତ: ରାଜନାଥ
Array