Indian Restaurant Globally Awarded: ଭାରତୀୟ ରନ୍ଧା ଓ ରାନ୍ଧୁଣିଆ: ସୁଆଦିଆ ଖାଦ୍ୟ ପରଷି ପାଇଲେ ୨୦୨୪ର ଶ୍ରେଷ୍ଠ ପୁରସ୍କାର

ଟାଇମ୍ସ ମାଗାଜିନ ତାର ୨୦୨୪ ଦୁନିଆର ସବୁଠାରୁ ଶ୍ରେଷ୍ଠ ଜାଗା ତାଲିକାରେ ଦୁଇ ଭାରତୀୟ ରେଷ୍ଟୁରାଣ୍ଟକୁ ସାମିଲ କରିଛି । ଏହି ଦୁଇ ରେଷ୍ଟୁରାଣ୍ଟ ହେଉଛି ହାଇଦ୍ରାବାଦର ମନମ ଚକଲେଟ ଏବଂ ହିମାଚଳ ପ୍ରଦେଶର ନାର । ଏହି ରେଷ୍ଟୁରାଣ୍ଟ ଦୁଇଟିର ବିଶେଷତ୍ୱ ହେଉଛି ଭିନ୍ନ ଷ୍ଟାଇଲରେ ଘରୋଇ ଖାଦ୍ୟକୁ ଲୋକଙ୍କ ସାମ୍ନାରେ ରଖିବା । ଭାରତୀୟ କୋକୋର ପ୍ରଚାର କରୁଥିବା ପ୍ରିମିୟମ ଚକଲେଟର ବ୍ରାଣ୍ଡ ଅଟେ ମନମ ଚକଲେଟ । ମନମ ଚକଲେଟ କାରଖାନା ୨୦୨୩ରେ ହାଇଦ୍ରାବାଦରେ ଖୋଲିଥିଲା ।

Indian Restaurant Globally Awarded: ଭାରତୀୟ ରନ୍ଧା ଓ ରାନ୍ଧୁଣିଆ: ସୁଆଦିଆ ଖାଦ୍ୟ ପରଷି ପାଇଲେ ୨୦୨୪ର ଶ୍ରେଷ୍ଠ ପୁରସ୍କାର
Array