India's 5th Gen Stealth Fighter: ଭାରତ ତିଆରି କରୁଛି 5th Gen ଫାଇଟର୍; ରାଡାରରେ ଧରା ପଡ଼ିବନି, ନିମିଷକେ ରଚିବ ତାଣ୍ଡବ...

ଭାରତ ଖୁବ୍‌ଶୀଘ୍ର ବିଶ୍ୱର କିଛି ବଛା ବଛା ଦେଶମାନଙ୍କ ସହ ସାମିଲ ହେବାକୁ ଯାଉଛି। ଯେଉଁମାନଙ୍କ ପାଖରେ ସ୍ୱଦେଶୀ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ରହିଛି। ଭାରତର ନିଜସ୍ୱ ଜ୍ଞାନକୌଶଳରେ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ତିଆରି କରୁଛି।

India's 5th Gen Stealth Fighter: ଭାରତ ତିଆରି କରୁଛି 5th Gen ଫାଇଟର୍; ରାଡାରରେ ଧରା ପଡ଼ିବନି, ନିମିଷକେ ରଚିବ ତାଣ୍ଡବ...
Array