India's Economic Boom: ବିଶ୍ବ ଅର୍ଥନୀତିରେ ଚମକିଲା ଭାରତ; ଜବରଦସ୍ତ ଅଭିବୃଦ୍ଧି ପାଇଁ ଜାପାନ୍କୁ କାଟିଲା ଭାରତ
ଆମେରିକା, ଚୀନ୍ ଓ ଜର୍ମାନୀ ପରେ ବିଶ୍ବର ଚତୁର୍ଥ ବୃହତ୍ ଅର୍ଥନୀତି ବନିଛି ଭାରତ। ଜାପାନକୁ ପଛରେ ପକାଇ ଭାରତ ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଏଥିସହ ଭାରତର ଜିଡିପି ବା ସାମଗ୍ରିକ ଘରୋଇ ଉତ୍ପାଦ ୪ ଟ୍ରିଲିୟନ ବା ୪ ଲକ୍ଷ କୋଟି ଡଲାରରେ ପହଞ୍ଚିଛି।