India's Restrictions on Pakistan: ଅସ୍ତ୍ରବିରତି ପରେ ବି ଛଟପଟ ହେବ ପାକ୍‌, ବଳବତ୍ତର ରହିବ ଭାରତର କଟକଣା

ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିଥିଲା । ତେବେ ବର୍ତ୍ତମାନ ଯୁଦ୍ଧବିରତି ପରେ ମଧ୍ୟ ଏହା ଜାରି ରହିବ ।

India's Restrictions on Pakistan: ଅସ୍ତ୍ରବିରତି ପରେ ବି ଛଟପଟ ହେବ ପାକ୍‌, ବଳବତ୍ତର ରହିବ ଭାରତର କଟକଣା
Array