India's Strategic Move on PoK: ଭାରତ ଆରମ୍ଭ କରିବ କି POK ଦଖଲ ଅଭିଯାନ ?

ଅପରେସନ୍ ସିନ୍ଦୂରରେ ପାକିସ୍ତାନକୁ ତା ଔକାତ୍ ଦେଖାଇବା ପରେ ଭାରତ ଆରମ୍ଭ କରିବ କି POK ଦଖଲ ଅଭିଯାନ? ଏଣିକି ଆଲୋଚନାର ପ୍ରସଙ୍ଗ କେବଳ POK ବୋଲି ପିଏମ୍ ମୋଦିଙ୍କ ସ୍ପଷ୍ଟ ବାର୍ତ୍ତା...ଏପଟେ 1994 ରିଜୋଲ୍ୟୁସନ୍ କଥା କଂଗ୍ରେସ୍ ମନେପକାଇବା ପରେ ବଢ଼ିଲା ଚର୍ଚ୍ଚା...

India's Strategic Move on PoK: ଭାରତ ଆରମ୍ଭ କରିବ କି POK ଦଖଲ ଅଭିଯାନ ?
Array