Indigo Flight: ଉଡାଣ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି, ଫେରିବା ପୂର୍ବରୁ ୪୦ ମିନିଟ୍ ଆକାଶରେ ଘୂରି ବୁଲିଲା

ତିରୁପତିରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ଉଡାଣ ଭରିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ସତର୍କତାମୂଳକ ଭାବେ ୪୦ ମିନିଟ୍ ଧରି ଆକାଶରେ ଘୂରିବା ପରେ ବିମାନ ୟୁ-ଟର୍ଣ୍ଣ ନେଇଥିଲା।

Indigo Flight: ଉଡାଣ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି, ଫେରିବା ପୂର୍ବରୁ ୪୦ ମିନିଟ୍ ଆକାଶରେ ଘୂରି ବୁଲିଲା
Array