Internal Strife in BJD: ‘BJDକୁ ବଙ୍ଗୋପସାଗର ପାଖକୁ ନେଇଗଲେଣି, କେବଳ ସମୁଦ୍ର ଗର୍ଭରେ ବୁଡ଼ାଇବା ବାକି ଅଛି’
୨୪ ବର୍ଷର ସରକାର ଥିଲା । ସେତେବେଳେ ଯାହା ଦେହରେ ହାତ ମାରିଥିଲେ ସୁନା ହୋଇଥାଆନ୍ତା । ଭଲ ସରକାରକୁ କିଛି ଲୋକ ଷଡ଼ଯନ୍ତ୍ର କରି ବିଦା କରିଛନ୍ତି ବୋଲି ଅମରେଶ ଆଣିଛନ୍ତି ସାଂଘାତିକ ଅଭିଯୋଗ।