iPhone Obsession: ଘାରିଲା ଦେଢ଼ଲକ୍ଷ ଟଙ୍କିଆ ଆଇଫୋନ୍ ନିଶା, ନମିଳିବାରୁ ହାତ କାଟି ଦେଲା ଝିଅ

ମାର୍ଚ୍ଚ ୨୪ ତାରିଖ। ପୁଣି ନିଜ ମା’ଙ୍କୁ ଫୋନ୍‌ କିଣିଦେବାକୁ ଅଝଟ କରିଥିଲେ ଝିଅ ଖୁସବୁ। ତେବେ ଏଥିରେ ମନା କରିଦେଇଥିଲେ ତାଙ୍କ ମା’। ବାସ୍‌ ଏତିକିରେ ରାଗିଯାଇଥିଲେ ଖୁସ୍‌ବୁ। ନିଜକୁ ରୁମ୍‌ ରେ ବନ୍ଦ କରି ବ୍ଲେଡ୍‌ ସାହାଯ୍ୟରେ ନିଜ ହାତକୁ କାଟିବା ଆରମ୍ଭ କରିଦେଇଥିଲେ । ଥରେ କିମ୍ବା ଦୁଇଥର ନୁହେଁ ବରଂ ବ୍ଲେଡରେ ଶହେରୁ ଅଧିକ ଥର ହାତ କାଟିଥିଲେ ଖୁସ୍‌ବୁ।

iPhone Obsession: ଘାରିଲା ଦେଢ଼ଲକ୍ଷ ଟଙ୍କିଆ ଆଇଫୋନ୍ ନିଶା, ନମିଳିବାରୁ ହାତ କାଟି ଦେଲା ଝିଅ
Array