IPL 2024: ବୋଲିଂ କରିବ ଲକ୍ଷ୍ନୌ, ଟସ୍ ଜିତି ବ୍ୟାଟିଂ କରିବାକୁ ରାଜସ୍ଥାନର ନିଷ୍ପତ୍ତି

ଜୟପୁର: ଆଇପିଏଲ ୨୦୨୪ର ଚତୁର୍ଥ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳାଯିବ । ଏହି ମୁକାବିଲାରେ ଲକ୍ଷ୍ନୌ ବରୋଧରେ ରାଜସ୍ଥାନ କ୍ୟାପ୍ଟେନ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ରାଜସ୍ଥାନ ଜୟପୁରର ସଓ୍ୱାଇ ମାନ୍‌ସିଂହ ଷ୍ଟାଡିୟମ୍‌ରେ ଖେଳାଯିବ ଆଇପିଏଲ୍‌ ୪ର୍ଥ ମ୍ୟାଚ୍‌ । ଉଭୟ ଟିମ୍‌ର ଭରପୁର ଷ୍ଟାର କ୍ରିକେଟର ରହିଛନ୍ତି । ତେଣୁ ଆଜିର ମ୍ୟାଚ୍‌ରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଯାଏଁ ଉଭୟଙ୍କ ମଧ୍ୟରେ ୩ଟି ମୁକାବିଲା ଖେଳାଯାଇଥିବା ବେଳେ ଦୁଇଟି ମ୍ୟାଚ୍‌ରେ ରାଜସ୍ଥାନ ରୟାଲସ ବିଜୟୀ ହୋଇଥିବା ବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଗୋଟିଏର ବିଜୟୀ ହୋଇଛି ।ପଢନ୍ତୁ: ମହଙ୍ଗା ପଡିଲା ମୟଙ୍କଙ୍କୁ ହର୍ଷିତଙ୍କ ପ୍ଲାଇଂ କିସ୍‌, ଲାଗିଲା ବଡ଼ଧରଣର ଜରିମାନାଲକ୍ଷ୍ନୌ ସୁପର ଜାଏଣ୍ଟସ: କେ.ଏଲ୍ ରାହୁଲ, କ୍ୱିଣ୍ଟନ୍ ଡି କକ୍, ଦେବଦତ୍ତ ପାଡିକଲ, ଆୟୁଷ ବାଡୋନି, ମାର୍କସ୍ ଷ୍ଟୋଇନିସ୍, ନିକୋଲାସ୍ ପୁରାନ୍, କ୍ରୁନାଲ ପାଣ୍ଡ୍ୟା, ରବି ବିଷ୍ଣୋଇ, ମୋହସିନ୍ ଖାନ୍, ନବୀନ-ଉଲ୍-ହକ୍, ୟଶ ଠାକୁରରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସ୍ୱାଲ, ଜୋସ୍ ବଟଲର, ସଞ୍ଜୁ ସାମସନ୍, ରିୟାନ୍ ପାରାଗ, ସିମରମ୍ ହେଟମିୟର, ଧ୍ରୁଭ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ସନ୍ଦୀପ ଶର୍ମା, ଅଭେଶ ଖାନ, ଟ୍ରେଣ୍ଟ ବୋଲ୍ଟ, ୟୁଜଭେନ୍ଦ୍ର ଚହଲ4

IPL 2024: ବୋଲିଂ କରିବ ଲକ୍ଷ୍ନୌ, ଟସ୍ ଜିତି ବ୍ୟାଟିଂ କରିବାକୁ ରାଜସ୍ଥାନର ନିଷ୍ପତ୍ତି

ଜୟପୁର: ଆଇପିଏଲ ୨୦୨୪ର ଚତୁର୍ଥ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳାଯିବ । ଏହି ମୁକାବିଲାରେ ଲକ୍ଷ୍ନୌ ବରୋଧରେ ରାଜସ୍ଥାନ କ୍ୟାପ୍ଟେନ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ରାଜସ୍ଥାନ ଜୟପୁରର ସଓ୍ୱାଇ ମାନ୍‌ସିଂହ ଷ୍ଟାଡିୟମ୍‌ରେ ଖେଳାଯିବ ଆଇପିଏଲ୍‌ ୪ର୍ଥ ମ୍ୟାଚ୍‌ । ଉଭୟ ଟିମ୍‌ର ଭରପୁର ଷ୍ଟାର କ୍ରିକେଟର ରହିଛନ୍ତି । ତେଣୁ ଆଜିର ମ୍ୟାଚ୍‌ରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଯାଏଁ ଉଭୟଙ୍କ ମଧ୍ୟରେ ୩ଟି ମୁକାବିଲା ଖେଳାଯାଇଥିବା ବେଳେ ଦୁଇଟି ମ୍ୟାଚ୍‌ରେ ରାଜସ୍ଥାନ ରୟାଲସ ବିଜୟୀ ହୋଇଥିବା ବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଗୋଟିଏର ବିଜୟୀ ହୋଇଛି ।

ପଢନ୍ତୁ: ମହଙ୍ଗା ପଡିଲା ମୟଙ୍କଙ୍କୁ ହର୍ଷିତଙ୍କ ପ୍ଲାଇଂ କିସ୍‌, ଲାଗିଲା ବଡ଼ଧରଣର ଜରିମାନା

ଲକ୍ଷ୍ନୌ ସୁପର ଜାଏଣ୍ଟସ: କେ.ଏଲ୍ ରାହୁଲ, କ୍ୱିଣ୍ଟନ୍ ଡି କକ୍, ଦେବଦତ୍ତ ପାଡିକଲ, ଆୟୁଷ ବାଡୋନି, ମାର୍କସ୍ ଷ୍ଟୋଇନିସ୍, ନିକୋଲାସ୍ ପୁରାନ୍, କ୍ରୁନାଲ ପାଣ୍ଡ୍ୟା, ରବି ବିଷ୍ଣୋଇ, ମୋହସିନ୍ ଖାନ୍, ନବୀନ-ଉଲ୍-ହକ୍, ୟଶ ଠାକୁର

ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସ୍ୱାଲ, ଜୋସ୍ ବଟଲର, ସଞ୍ଜୁ ସାମସନ୍, ରିୟାନ୍ ପାରାଗ, ସିମରମ୍ ହେଟମିୟର, ଧ୍ରୁଭ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ସନ୍ଦୀପ ଶର୍ମା, ଅଭେଶ ଖାନ, ଟ୍ରେଣ୍ଟ ବୋଲ୍ଟ, ୟୁଜଭେନ୍ଦ୍ର ଚହଲ4