IPL 2025: IPL ଇତିହାସରେ ନୂଆ ରେକର୍ଡ କଲେ ଶ୍ରେୟସ୍; ବିଦା ହେଲା ମୁମ୍ବାଇ ଇଣ୍ଡିଆନ୍ସ
କାଲି ମୁମ୍ବାଇ ଓ ପଞ୍ଜାବ ଭିତରେ ଫାଇନାଲ୍ ଟିକେଟ୍ ପାଇଁ ଖେଳାଯାଇଥିବା କ୍ବାଲିଫାଏର-ଟୁରେ ରୋମାଞ୍ଚକର ସ୍ଥିତି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଦିଆଯାଇଥିବା ୨୦୪ ରନ୍ର ଟାଗେର୍ଟକୁ ୧୯ ଓଭର୍ ଓ ୫ ୱିକେଟ୍ ବାକି ଥାଇ ହାସଲ କରି ନେଇଛି ପଞ୍ଜାବ କିଙ୍ଗସ୍।