IPL 2025: ଆଜି IPLରେ ଡବଲ୍‌ ଫାଇଟ୍‌; ମୁହାଁମୁହିଁ ହେବେ ରାଜସ୍ଥାନ-ହାଇଦ୍ରାବାଦ, ଚେନ୍ନାଇ-ମୁମ୍ବାଇ

ଆଜି ଆଇପିଏଲର ୧୮ତମ ସଂସ୍କରଣର ଦ୍ୱିତୀୟ ଦିନରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍‌ସ ଏବଂ ଦ୍ୱିତୀୟ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ।

IPL 2025: ଆଜି IPLରେ ଡବଲ୍‌ ଫାଇଟ୍‌; ମୁହାଁମୁହିଁ ହେବେ ରାଜସ୍ଥାନ-ହାଇଦ୍ରାବାଦ, ଚେନ୍ନାଇ-ମୁମ୍ବାଇ
Array