IPL Restart Amidst Tensions: ଖୁସି ଖବର; ଆଜିଠୁ ପୁଣି ଖେଳାଯିବ ସ୍ଥଗିତ IPL ମ୍ୟାଚ୍

ଅପରେସନ ସିନ୍ଦୂର ପରେ ସ୍ଥଗିତ ରହିଥିବା IPL ମ୍ୟାଚ ଆଜିଠୁ ପୁଣି ଆରମ୍ଭ ହେବ। ଆଜି ବେଙ୍ଗାଲୁରୁରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ ହେବ।

IPL Restart Amidst Tensions:  ଖୁସି ଖବର; ଆଜିଠୁ ପୁଣି ଖେଳାଯିବ ସ୍ଥଗିତ IPL ମ୍ୟାଚ୍
Array