IPL ୨୦୨୪ ପାଇଁ ହାଇଦ୍ରାବାଦର ନୂଆ ଜର୍ସି, ଦେଖିବାକୁ ଏହି ଲିଗର ଚାମ୍ପିୟନ ଟିମର ଜର୍ସି ପରି

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଗୁରୁବାର ମାର୍ଚ୍ଚ ୭ରେ ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ନିଜର ନୂଆ ଜର୍ସି ଉନ୍ମୋଚନ କରିଛି । ଫ୍ରାଞ୍ଚାଇଜି ଜର୍ସିରେ ନିଜର ପୁରୁଣା ନାରଙ୍ଗୀ ଟୋନ ସହ, କଳା ପ୍ୟାଟେର୍ଣ୍ଣକୁ ବ୍ୟବହାର କରିଛି । ଏସଆରଏଚର ନୂଆ ଜର୍ସି ୨୦ ଲିଗର ସଫଳ ଟିମ ସନରାଇଜର୍ସ ଇଷ୍ଟର୍ଣ୍ଣ କ୍ୟାପ୍ ଜର୍ସି ସହ ସମାନ ଦେଖାଯାଉଛି ।ସନରାଇଜର୍ସ ହାଇଦ୍ରାବାଦର ନୂଆ ଜର୍ସିକୁ ଫାୟରୀ ହିଟ୍ ନାଁ ଦିଆଯାଇଛି । ଏହି ନୂଆ ଜର୍ସିରେ ନାରଙ୍ଗୀ ରଙ୍ଗର ଫାଉଣ୍ଡେସନ ଅଛି ଏବଂ କଳା ରଙ୍ଗର ଡିଜାଇନ୍ ରହିଛି । ଏହି ଡିଜାଇନ ଜର୍ସିକୁ ଏକ ବିଶିଷ୍ଟ ଏବଂ ଆକର୍ଷଣୀୟ ରୂପ ଦେଉଛି ।wp:htmlReady to unleash the fiery heat of Hyderabad ????Our ???? blazing armour for #IPL2024 ???? #PlayWithFire pic.twitter.com/mMQ5SMQH6O— SunRisers Hyderabad (@SunRisers) March 7, 2024/wp:htmlଆଇପିଏଲ ୨୦୨୪ ପୂର୍ବରୁ ଏସଆରଏଚ୍ ନିଜ ଟିମର ଅଧିନାୟକ ପରିବର୍ତ୍ତନ କରିଛି । ନିକଟରେ ଫ୍ରାଞ୍ଚାଇଜି ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସଙ୍କୁ ଆଗାମୀ ସଂସ୍କରଣ ପାଇଁ ଟିମର ଅଧିନାୟକ ନିଯୁକ୍ତ କରିଥିଲା । ପାଟ୍ କମିନ୍ସଙ୍କୁ ସନରାଇଜର୍ସ ଆଇପିଏଲ୍ ଅକ୍ସନରେ ୨୦.୫୦ କୋଟି ଟଙ୍କାରେ କିଣିଥିଲା । କମିନ୍ସ ଆପିଏଲ ଇତିହାସରେ ଦ୍ୱିତୀୟ ସବୁଠୁ ମହଙ୍ଗା ଖେଳାଳି ।Also Read: ଇତିହାସ ରଚିଲେ ଶବନିମ ଇସମାଇଲ, ମହିଳା

IPL ୨୦୨୪ ପାଇଁ ହାଇଦ୍ରାବାଦର ନୂଆ ଜର୍ସି, ଦେଖିବାକୁ ଏହି ଲିଗର ଚାମ୍ପିୟନ ଟିମର ଜର୍ସି ପରି

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଗୁରୁବାର ମାର୍ଚ୍ଚ ୭ରେ ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ନିଜର ନୂଆ ଜର୍ସି ଉନ୍ମୋଚନ କରିଛି । ଫ୍ରାଞ୍ଚାଇଜି ଜର୍ସିରେ ନିଜର ପୁରୁଣା ନାରଙ୍ଗୀ ଟୋନ ସହ, କଳା ପ୍ୟାଟେର୍ଣ୍ଣକୁ ବ୍ୟବହାର କରିଛି । ଏସଆରଏଚର ନୂଆ ଜର୍ସି ୨୦ ଲିଗର ସଫଳ ଟିମ ସନରାଇଜର୍ସ ଇଷ୍ଟର୍ଣ୍ଣ କ୍ୟାପ୍ ଜର୍ସି ସହ ସମାନ ଦେଖାଯାଉଛି ।

ସନରାଇଜର୍ସ ହାଇଦ୍ରାବାଦର ନୂଆ ଜର୍ସିକୁ ଫାୟରୀ ହିଟ୍ ନାଁ ଦିଆଯାଇଛି । ଏହି ନୂଆ ଜର୍ସିରେ ନାରଙ୍ଗୀ ରଙ୍ଗର ଫାଉଣ୍ଡେସନ ଅଛି ଏବଂ କଳା ରଙ୍ଗର ଡିଜାଇନ୍ ରହିଛି । ଏହି ଡିଜାଇନ ଜର୍ସିକୁ ଏକ ବିଶିଷ୍ଟ ଏବଂ ଆକର୍ଷଣୀୟ ରୂପ ଦେଉଛି ।

wp:html

/wp:html

ଆଇପିଏଲ ୨୦୨୪ ପୂର୍ବରୁ ଏସଆରଏଚ୍ ନିଜ ଟିମର ଅଧିନାୟକ ପରିବର୍ତ୍ତନ କରିଛି । ନିକଟରେ ଫ୍ରାଞ୍ଚାଇଜି ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସଙ୍କୁ ଆଗାମୀ ସଂସ୍କରଣ ପାଇଁ ଟିମର ଅଧିନାୟକ ନିଯୁକ୍ତ କରିଥିଲା । ପାଟ୍ କମିନ୍ସଙ୍କୁ ସନରାଇଜର୍ସ ଆଇପିଏଲ୍ ଅକ୍ସନରେ ୨୦.୫୦ କୋଟି ଟଙ୍କାରେ କିଣିଥିଲା । କମିନ୍ସ ଆପିଏଲ ଇତିହାସରେ ଦ୍ୱିତୀୟ ସବୁଠୁ ମହଙ୍ଗା ଖେଳାଳି ।

Also Read: ଇତିହାସ ରଚିଲେ ଶବନିମ ଇସମାଇଲ, ମହିଳା କ୍ରିକେଟ ଇତିହାସରେ କଲେ ସବୁଠାରୁ ଦ୍ରୁତତମ ବୋଲିଂ