IPS Arun Bothra's Post: ଅରୁଣ ବୋଥ୍ରାଙ୍କ ଲେମ୍ବୁ-ଲଙ୍କା ଥିଓରୀ, ପରୋକ୍ଷରେ କହିଲେ ପରୀ ତଦନ୍ତ କାହାଣୀ
ଅରୁଣ ବୋଥ୍ରାଙ୍କ ‘ଏକ୍ସ’ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ସ୍ୱୀକାରୋକ୍ତି ବିନା ଦୋଷୀର ଦୋଷକୁ କିପରି ସେଦିନ ଦେଖିଥିଲେ ସେ ବିଷୟରେ ଲେଖିଛନ୍ତି । ତଦନ୍ତ ପ୍ରକ୍ରିୟା ଉପରେ ସମ୍ୟକ ଧାରଣା ଦେଇଛନ୍ତି ।