Iran explosion impacts nuclear talk:ଇରାନରେ ଭୟଙ୍କର ବିସ୍ଫୋରଣ, ୪ ମୃତ ୫୦୦ରୁ ଅଧିକ ଆହତ
ଇରାନରେ ଶନିବାର ଏକ ଭୟଙ୍କର ବିସ୍ଫୋରଣ ଦେଖିବାକୁ ମିଳିଛି। ଏହି ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ଇରାନର ବନ୍ଦର ସହର ଶାହିଦ ରାଜେରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏଥିରେ ୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୪ ଜଣଙ୍କର ପ୍ରାଣହାନି ଘଟିଛି।