Iran-Israel War: ଇରାନ-ଇସ୍ରାଏଲ ଭୟଙ୍କର ଯୁଦ୍ଧ, ଜଳୁଛି ମଧ୍ୟପ୍ରାଚ୍ୟ... ଇରାନକୁ ପାକିସ୍ତାନର ସମର୍ଥନ

ଇରାନ୍‌-ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଇସ୍ରାଏଲର ଚେତାବନୀ ସତ୍ତ୍ବେ ଜବାବୀ ଆକ୍ରମଣ ଜାରି ରଖିଛି ଇରାନ୍‌। ଘନଘନ ମିସାଇଲ ଓ ଡ୍ରୋନ୍ ବର୍ଷା କରି ଚାଲିଛି । ଇରାନର ସଂସଦ ପରମାଣୁ ଅପ୍ରସାର ଚୁକ୍ତି (ଏନପିଟି) ରୁ ବାହାରିବା ଏକ ବିଲ୍‌ ପ୍ରସ୍ତୁତ କରିଛି। ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ଏନପିଟିରୁ ବାହାରିବାକୁ ଇରାନ ଘୋଷଣା କରିଛି ।

Iran-Israel War: ଇରାନ-ଇସ୍ରାଏଲ ଭୟଙ୍କର ଯୁଦ୍ଧ, ଜଳୁଛି ମଧ୍ୟପ୍ରାଚ୍ୟ... ଇରାନକୁ ପାକିସ୍ତାନର ସମର୍ଥନ
Array