Iran Israel War: ଇରାନ ଯୁଦ୍ଧରେ ଫସିଥିଲେ, ଭାରତ ଫେରିଲେ ମହିଳା: ସ୍ୱାମୀ କହିଲେ ସେଠାରେ ସହିଦ ହୋଇଥିଲେ ଭଲ...

ଅପରେସନ ସିନ୍ଧୁ ଦ୍ୱାରା ଭାରତ ଫେରୁଛନ୍ତି ଇରାନରେ ଫସିଥିବା ନାଗରିକ । ହେଲେ ଭାରତକୁ ଫେରିଥିବା ଜଣେ ମହିଳାଙ୍କ ସ୍ୱାମୀଙ୍କ ମନ୍ତବ୍ୟକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ମୋ ପତ୍ନୀ ଭାରତ ନଫେରି ସେଠାରେ ସହିଦ ହୋଇଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି ।

Iran Israel War: ଇରାନ ଯୁଦ୍ଧରେ ଫସିଥିଲେ, ଭାରତ ଫେରିଲେ ମହିଳା: ସ୍ୱାମୀ କହିଲେ ସେଠାରେ ସହିଦ ହୋଇଥିଲେ ଭଲ...
Array