Iskcon Disrespecting Jagganath: ହିନ୍ଦୁଙ୍କ ଧର୍ମୀୟ ଭାବନା ସହ ଖେଳୁଛି ଇସ୍କନ, ରଥଯାତ୍ରା ପରେ ଏବେ ଅଦିନିଆ ସ୍ନାନଯାତ୍ରା

ଆଗେ ଅଦିନିଆ ରଥଯାତ୍ରା କରୁଥିଲା ଏବେ ସ୍ନାନଯାତ୍ରା ବି ତିଥି ବାହାରେ ଆୟୋଜନ କଲାଣି ଇସ୍କନ। ଯାହାକୁ ନେଇ ପୁଣି କ୍ଷୁବ୍ଧ ଗଜପତି ମହାରାଜା। ଏଥିରୁ ବିରତ ରହିବାକୁ ପୁଣି ମାୟାପୁର ଇସ୍କନ କର୍ତ୍ତୃପକ୍ଷଙ୍କୁ ଗତକାଲି ଲେଖିଛନ୍ତି କଡ଼ା ଚିଠି।

Iskcon Disrespecting Jagganath: ହିନ୍ଦୁଙ୍କ ଧର୍ମୀୟ ଭାବନା ସହ ଖେଳୁଛି ଇସ୍କନ, ରଥଯାତ୍ରା ପରେ ଏବେ ଅଦିନିଆ ସ୍ନାନଯାତ୍ରା
Array