Israel-Iran Conflict: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଘନଘଟା, 'ଅପରେସନ ରାଇଜିଂ ଲାୟନ' ବିରୋଧରେ ଇରାନର 'ଟ୍ରୁ ପ୍ରୋମିଜ୍-୩'

୨୦୦ରୁ ଅଧିକ ଫାଇଟର ଜେଟରୁ ଇରାନର ୧୦୦ଟି ଠିକଣା ଉପରେ ଆଟାକ୍ କରିଛି ଇସ୍ରାଏଲ। ଏହି ଆକ୍ରମଣରେ ଇରାନରେ ୭୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨୦ ଆହତ ହୋଇଛନ୍ତି ।

Israel-Iran Conflict: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଘନଘଟା, 'ଅପରେସନ ରାଇଜିଂ ଲାୟନ' ବିରୋଧରେ ଇରାନର 'ଟ୍ରୁ ପ୍ରୋମିଜ୍-୩'
Array