Israel Launches Massive Airstrikes on Houthi Bases in Yemen After Missile Hit on Ben Gurion

#ହୁଦେଦାହ_ଉପରେ_ବୋମା_ବର୍ଷା ହୁତି ଆକ୍ରମଣର ଦିନକ ପରେ ଇସ୍ରାଏଲର ବଡ଼ ଆକ୍ସନ୍ । ୟେମେନରେ ହୁତି ଆଡ୍ଡା ଉପରେ ଘନ ଘନ ବୋମା ବର୍ଷା । ହୁଦେଦାହ ସହରକୁ ଟାର୍ଗେଟ୍ କରି ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍ । ୩୦ ଯୁଦ୍ଧ ବିମାନରୁ ବୋମା ବର୍ଷା