ISRO Satellite Failure: ସଫଳ ହେଲାନି ଇସ୍ରୋର EOS-09 ମିଶନ

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେଶ ସେଂଟରରୁ ୫ଟା ୫୯ ମିନିଟରେ PSLV-C61 ରକେଟରେ ଉତ୍‌କ୍ଷେପଣ ହୋଇଥିବା EOS-09 ସଫଳ ହୋଇପାରିନାହିଁ । ୧୦୧ତମ ସାଟେଲାଇଟ୍ ଲଞ୍ଚ୍ କରିଥିଲା ଇସ୍ରୋ ।

ISRO Satellite Failure: ସଫଳ ହେଲାନି ଇସ୍ରୋର EOS-09 ମିଶନ
Array