Jaat Box Office Collection Day 4: ‘ଜାଟ୍’ ଦେଖିବାକୁ ବଢୁଛନ୍ତି ଦର୍ଶକ; ଚତୁର୍ଥ ଦିନରେ କଲା ଦମଦାର ରୋଜଗାର

ଦିନ ଯେତେ ଯାଉଛି, ‘ଜାଟ୍’ର ରୋଜଗାର ସେତେ ବୃଦ୍ଧି ପାଉଛି। ପ୍ରଥମ ସପ୍ତାହନ୍ତରେ ଏମିତି କିଛି ଦେଖିବାକୁ ମିଳିଛି। ରବିବାର ଅର୍ଥାତ୍ ଚତୁର୍ଥ ଦିନରେ ଫିଲ୍ମଟି ପ୍ରଥମ ଦିନ ଏବଂ ତୃତୀୟ ଦିନ ଅପେକ୍ଷା ଅଧିକ ରୋଜଗାର କରିଛି। ପଣାସଂକ୍ରନ୍ତି ୧୪ ଏପ୍ରିଲରେ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶା କରାଯାଇପାରେ।

Jaat Box Office Collection Day 4: ‘ଜାଟ୍’ ଦେଖିବାକୁ ବଢୁଛନ୍ତି ଦର୍ଶକ; ଚତୁର୍ଥ ଦିନରେ କଲା ଦମଦାର ରୋଜଗାର
Array