Jagannath Pradhan alleges: ତେଜିଲା ମାଡ଼ ବିବାଦ; ଅତିରିକ୍ତ କମିଶନରଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଲେ ଜଗା ପ୍ରଧାନ...
ସରକାର ବଦଳିଛି, ହେଲେ ବଦଳିନି ସରକାରୀ ଅଧିକାରୀଙ୍କ ମାନସିକତା! କମିନି ବିଜେଡି ପ୍ରେମ। ଏବେ ବି ବିଜେଡି ପାଇଁ କାମ କରୁଛନ୍ତି ଅଧିକାରୀ। ଆଉ ଏହା ହିଁ ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାର ମୁଖ୍ୟ କାରଣ ବୋଲି କହିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ।