Jagannath Pradhan Arrested: ଝାରପଡ଼ା ଜେଲରେ କଟିଲା ଜଗାଙ୍କ ରାତି, ସମର୍ଥକଙ୍କ ହାଇଡ୍ରାମା

BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ଜଗା ପ୍ରଧାନଙ୍କୁ ମିଶାଇ ୬କୁ ବଢିଲା ଗିରଫଦାରୀ ସଂଖ୍ୟା । ଗିରଫ ପରେ ଜାମିନ ନାମଞ୍ଜୁର ହେବାରୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ।

Jagannath Pradhan Arrested: ଝାରପଡ଼ା ଜେଲରେ କଟିଲା ଜଗାଙ୍କ ରାତି, ସମର୍ଥକଙ୍କ ହାଇଡ୍ରାମା
Array