Jagannath Pradhan: ପଲିଟିକାଲ କ୍ୟାରିୟର ପ୍ରଭାବିତ ହେବା ଚର୍ଚ୍ଚା,ସମର୍ଥକଙ୍କ ଯୁକ୍ତି-ଆହୁରି ବଢ଼ିବ ଲୋକପ୍ରିୟତା

ଜଗାଙ୍କ ପକ୍ଷରୁ ଆଜି ଜିଲ୍ଲା ଜଜ୍ କୋର୍ଟରେ ଜାମିନ୍ ଆବେଦନ କରାଯାଇଥିଲା ବେଳେ କୋର୍ଟ ଏହାର ଶୁଣାଣିକୁ ଆସନ୍ତା ୯ ତାରିଖ ଧାର୍ଯ୍ୟ କରିଛନ୍ତି। ତେବେ ସବୁଠୁ ବଡ଼ କଥା ହେଉଛି ଏପର୍ଯ୍ୟନ୍ତ ପାର୍ଟି ପକ୍ଷରୁ ଜଗାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

Jagannath Pradhan: ପଲିଟିକାଲ କ୍ୟାରିୟର ପ୍ରଭାବିତ ହେବା ଚର୍ଚ୍ଚା,ସମର୍ଥକଙ୍କ ଯୁକ୍ତି-ଆହୁରି ବଢ଼ିବ ଲୋକପ୍ରିୟତା
Array