Janhvi Kapoor: ଦେଖିଛନ୍ତି କି ଜାହ୍ନବୀ କପୁରଙ୍କ ଘର… ଦେଖିଲେ ଆଖି ଟେରା ହୋଇଯିବ

ଜାହ୍ନବୀ କପୁର ତାଙ୍କ ମୁମ୍ବାଇ ଘରର ଏକ ଝଲକ ଦେଖାଇଛନ୍ତି। ତାଙ୍କ ଘର ବହୁତ ବିଳାସପୂର୍ଣ୍ଣ ଏବଂ ଚମତ୍କାର। ଘର ବୁଲି ଦେଖିବା ସମୟରେ ସେ ତାଙ୍କ ମା’ଙ୍କୁ ମଧ୍ୟ ମନେପକାଇଛନ୍ତି। ଆପଣ ମଧ୍ୟ ଜାହ୍ନବୀଙ୍କ ଏହି ବିଳାସପୂର୍ଣ୍ଣ ଘରର ଏକ ଝଲକ ଦେଖିପାରିବେ।

Janhvi Kapoor: ଦେଖିଛନ୍ତି କି ଜାହ୍ନବୀ କପୁରଙ୍କ ଘର… ଦେଖିଲେ ଆଖି ଟେରା ହୋଇଯିବ
Array