Japan's New Workweek Policy: ଜାପାନରେ ସପ୍ତାହକୁ ୪ ଦିନ କାମ, ସମାଧାନ ହେବ ବଡ଼ ସମସ୍ୟା

ମହିଳାମାନଙ୍କୁ ଆଉ ପରିବାର କିମ୍ୱା କ୍ୟାରିଅର୍ ଭିତରୁ ଗୋଟିଏକୁ ବାଛିବାକୁ ପଡିବ ନାହିଁ । ଆମେ ଏମିତି ଏକ ସମାଜ ଗଠନ କରିବା ଯେମିତିକି ପରିବାରର କାମ ହେଉଥିବ ଓ କ୍ୟାରିଅର୍ ଉପରେ ତାର କୌଣସି ପ୍ରଭାବ ପଡିବ ନାହିଁ । ଏପରିକି ଜଣେ ମହିଳା ସନ୍ତାନ ଜନ୍ମ କଲେ ବି କ୍ୟାରିଅର୍ ପ୍ରଭାବିତ ହେବନାହିଁ ବୋଲି ଟୋକିଓ ଆସେମ୍ୱଲିରେ ସେ କହିଛନ୍ତି । ଜାପାନରେ କାମ ଓ ପାରିବାରିକ ଜୀବନକୁ ନେଇ ଏମତି ଏକ ବ୍ୟବସ୍ଥା ଲାଗୁ କରାଯାଇଥିବା ବେଳେ ଭାରତରେ କିନ୍ତୁ ସପ୍ତାହରେ ୯୦ ଘଣ୍ଟା କାମ କରିବା ନେଇ ମତପ୍ରକାଶ ପାଇଥିଲା ।

Japan's New Workweek Policy: ଜାପାନରେ ସପ୍ତାହକୁ ୪ ଦିନ କାମ, ସମାଧାନ ହେବ ବଡ଼ ସମସ୍ୟା
Array