Jartra Controversy: ଘନେଇଲା ଯାତ୍ରା କଳି, ଆଇନ ମନ୍ତ୍ରୀଙ୍କୁ ଫେରାଦ ହେଲେ ଅଭିନେତ୍ରୀ ମାମୁନି

ଯାତ୍ରାପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ, ତାଙ୍କୁ ଲୋକ ଲଗାଇ ମାଡ଼ ମାରିଛନ୍ତି ବୋଲି ଅଭିଯୋଗ ଆଣିଥିଲେ ତାଙ୍କ ପାର୍ଟିରେ କାର୍ଯ୍ୟରତ ଜଣେ ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ। ପ୍ରଥମେ ଥାନାରେ ଅଭିଯୋଗ କରିବା ପରେ, ଆଜି ମାମୁନି ସିଧା ପହଞ୍ଚିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ। ସ୍ବାମୀଙ୍କୁ ସାଥିରେ ଧରି ସେ ମନ୍ତ୍ରୀଙ୍କୁ ଭେଟିବା ସହ, ନ୍ୟାୟ ଭିକ୍ଷା କରିଛନ୍ତି।

Jartra Controversy: ଘନେଇଲା ଯାତ୍ରା କଳି, ଆଇନ ମନ୍ତ୍ରୀଙ୍କୁ ଫେରାଦ ହେଲେ ଅଭିନେତ୍ରୀ ମାମୁନି
Array