Jatra Dhamaka | EP 12 | Fantastic mix of laughter, tears and excitement is Opera or Jatra
ମନକୁ ମଜେଇ ମନୋରଂଜନ ଦେବାର ମାଧ୍ୟମ ଯାତ୍ରା, ଓଠ ଖୋଲି ହସେଇବାର ମାଧ୍ୟମ ଯାତ୍ରା, ଆଖି କୋରଡରୁ ଲୁହ ଗଡ଼ାଇବାର ମାଧ୍ୟମ ବି ଯାତ୍ରା । ସତରେ ଏ ଯାତ୍ରାର ସ୍ୱାଦ ଭାରି ନିଆରା, ଯିଏ ଦେଖିଛି ସିଏ ମଜିଛି, ହସ-ଲୁହ ଆଉ ଲହୁର ଏକ ଫେଣ୍ଟାଫେଣ୍ଟି ମି