Javed Akhtar: ପାକିସ୍ତାନ ଲୋକଙ୍କ ପ୍ରତି ମୋର କୌଣସି ଅଭିଯୋଗ ନାହିଁ; ଜାଭେଦ ଅଖତର
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କୁ ଭାରତରେ କାମ କରିବାକୁ ଅନୁମତି ଦେବା ଉପରେ ପ୍ରଶ୍ନ ଉଠିଛି। ସ୍କ୍ରିପ୍ଟ ରାଇଟର୍ ଜାଭେଦ ଅଖତର ପାକିସ୍ତାନୀ କଳାକାରଙ୍କୁ ଆମ ଦେଶରେ କାମ କରିବା ପାଇଁ ଅନୁମତି ଏବଂ ନିଷେଧ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।