Jaynarayan Mishra FIR: MLA Accused of Threatening Police Over Call
#ଜୟନାରାୟଣ_ମିଶ୍ରଙ୍କ_ନାଁରେ_ମାମଲା ! ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ଟାଉନଥାନାରେ ମାମଲା ହୋଇଥିବା ନେଇ ଏଫ୍ଆଇର ଭାଇରାଲ୍ । ଥାନାଧିକାରୀଙ୍କୁ ଫୋନରେ ଅଭଦ୍ର ଭାଷାରେ ଗାଳିଗୁଲଜ ସହ ମାରିବା ଧମକଚମକ ଦେବା ଅଭିଯୋଗରେ ଭାଇରାଲ୍
#ଜୟନାରାୟଣ_ମିଶ୍ରଙ୍କ_ନାଁରେ_ମାମଲା !
ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ଟାଉନଥାନାରେ ମାମଲା ହୋଇଥିବା ନେଇ ଏଫ୍ଆଇର ଭାଇରାଲ୍ । ଥାନାଧିକାରୀଙ୍କୁ ଫୋନରେ ଅଭଦ୍ର ଭାଷାରେ ଗାଳିଗୁଲଜ ସହ ମାରିବା ଧମକଚମକ ଦେବା ଅଭିଯୋଗରେ ଭାଇରାଲ୍