Jaynarayan Mishra vs. Raja Swain Again! Utkal Dibasa or Odisha Dibasa? Political Debate Heats Up
ପୁଣି ଜୟନାରାୟଣ ମିଶ୍ର ଓ ରାଜା ସ୍ୱାଇଁ ମୁହାଁମୁହିଁ। ଉତ୍କଳ ଦିବସକୁ ଓଡ଼ିଶା ଦିବସ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ! #BJP #BJD #JayanarayanMishra
ପୁଣି ଜୟନାରାୟଣ ମିଶ୍ର ଓ ରାଜା ସ୍ୱାଇଁ ମୁହାଁମୁହିଁ। ଉତ୍କଳ ଦିବସକୁ ଓଡ଼ିଶା ଦିବସ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ !
#BJP #BJD #JayanarayanMishra