Jaynarayan Mishra: ଓଡ଼ିଶା ସହିତ ମିଶିବା ଏକ ଐତିହାସିକ ଭୁଲ ଥିଲା-ଜୟନାରାୟଣ ମିଶ୍ର
ଉତ୍କଳ, କୋଶଳ ଓ କଳିଙ୍ଗ ଏକତ୍ର ଓଡ଼ିଶା ଭାବେ ପରିଚିତ। କଟକ, ପୁରୀ ଓ ବାଲେଶ୍ବରକୁ ନେଇ ଉତ୍କଳ ଗଠିତ। ନିୟମିତ ଭାବେ କଳିଙ୍ଗ ଓ କୋଶଳକୁ ପଛୁଆ ରଖିବା ଏକ ମାନସିକତାରେ ପରିଣତ ହୋଇଛି। କୋଶଳର ଅର୍ଥ, ଖଣି, ପାଣି, ଜଙ୍ଗଲ ଓ ଚାଷକୁ ବ୍ୟବହାର କରୁଥିଲେ ମଧ୍ୟ ଶୋଷଣ କରାଯାଉଛି।