Jharsuguda District Medical: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏମିତି ଅବସ୍ଥା...୭ ମହଲା କୋଠା, ହେଲେ ଲିଫ୍ଟ ଅଚଳ
12 ଟା ପରେ ଡାକ୍ତରଖାନା OPD ରେ ଡାକ୍ତରମାନେ ବସୁନଥିବାରୁ ରୋଗୀ ହତାଶ ହୋଇ ପଳାଇ ଯାଆନ୍ତି । ଉପରବେଳା ବିଶେଷଜ୍ଞ ଡାକ୍ତରମାନେ ରହୁନାହାନ୍ତି। ଯାହାର ଭାଗ୍ୟ ଭଲ ଥିବ ସେ ଡାକ୍ତରଙ୍କୁ ଦେଖାଇବ। ଆଉ ଦିନ 12 ଟା ପରେ ବିଭିନ୍ନ ବିଭାଗର ଡାକ୍ତରଙ୍କୁ ଏଠାରେ ଦେଖିବାକୁ ମିଳେନାହିଁ ।